ଦିନର ତାପମାତ୍ରା ଏବେଠୁ ସହି ହେଉନି । ମାଘ ମାସର ଥଣ୍ଡା ଯେମିତି କୁଆଡେ ଉଭାନ୍ ହୋଇଯାଇଛି । ରାଜଧାନୀରେ 34 ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ । ଫେବୃଆରୀ ଆରମ୍ଭରୁ କଲବଲ କଲାଣି […]